ଘରକୁ ଆସିବା ପାଇଁ ୫୫୦ କିଲୋମିଟର ସାଇକେଲ୍ ଚଳାଇଲେ ଯୁବକ, ୪ ଦିନ ପରେ ପହଞ୍ଚିଲେ ଘରେ
କରୋନା ଯୋଗୁ ବର୍ତ୍ତମାନ ଲୋକେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ଭୟ କରୁଛନ୍ତି। କାରଣ ଆମେ ଏକା ନୁହେଁ, ଆମକୁ ପରିବାର ଲୋକଙ୍କ କଥା ମଧ୍ୟ ଚିନ୍ତା କରିବାକୁ ପଡ଼ୁଛି। ଏହି କଥାକୁ ଦୃଷ୍ଟିରେ ରଖି ରାହୁଲ ଆର ନାୟର ସାଇକେଲରେ ଘରକୁ ଯାତ୍ରା କରିଛନ୍ତି। ରାହୁଲ ବେଙ୍ଗାଲୁରୁରୁ କୋଚି…