Browsing Tag

tree man

ପ୍ରକୃତି ବନ୍ଧୁ ବିଶ୍ୱନାଥ, ପେଶାରେ ସେ ଜଣେ ବ୍ୟବସାୟୀ ହେଲେ ନିଶା ଗଛ ଲଗାଇବା

ପ୍ରକୃତି ବନ୍ଧୁ ବିଶ୍ୱନାଥ । ବୟସ ୭୦ ଟପିଲାଣି । ଯାଜପୁର ସଦର ବ୍ଲକ ବିଚିତ୍ରପୁର ପଞ୍ଚାୟତର ବିଚିତ୍ରପୁର ଗାଁରେ ହିଁ ବିଶ୍ବନାଥଙ୍କ ଜନ୍ମ । ପେଶାରେ ସେ ଜଣେ ବ୍ୟବସାୟୀ ହୋଇଥିଲେ ବି ନିଶା ତାଙ୍କର ଗଛ ଲଗାଇବା । ବିଶ୍ଵନାଥଙ୍କ ଯାଦୁକାରୀ ହାତ ସ୍ପର୍ଶରେ ସାରା ପଞ୍ଚାୟତ ଆଜି ସବୁଜିମାରେ…

ଗଛ ମଣିଷ ଶ୍ରୀନାଥ, ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ

ଉଦଳା: ବୟସ ୭୨ରୁ ଉର୍ଦ୍ଧ୍ବ ହେବ । କିନ୍ତୁ ଏବେ ବି ମନରେ ରହିଛି ଦୃଢ଼ ଇଚ୍ଛା ଶକ୍ତି । ଯାହା ଆଗରେ ଆଜି ହାର ମାନିଛି ବୟସ । ଏ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଜଡ଼ିଦା ପଞ୍ଚାୟତ ରାଇକାଳି ଗାଁର ଶ୍ରୀନାଥ ପାତ୍ର । ହଜାର ହଜାର ଗଛ ଲଗାଇ ଆଜି ସେ ଗଛ ମଣିଷ ଭାବେ ବେଶ ପରିଚିତ ।…

ନିଜ ଆପ୍ରାଣ ଉଦ୍ୟମରେ ତିଆରି କରିଛନ୍ତି ୧୬୦ ହେକ୍ଟର ଜଙ୍ଗଲ, ଟ୍ରି ମ୍ୟାନ୍ ଭାବେ ସମଗ୍ର ଜିଲ୍ଲାରେ ପରିଚିତ

ଏ ହେଉଛନ୍ତି ଗୋପୀନାଥ ସିଂ । ଆଉ ସେ ଯେଉଁ ଜଙ୍ଗଲ ଭିତରେ ଠିଆ ହୋଇଛନ୍ତି ତାକୁ ସେ ନିଜେ ସୃଷ୍ଟି କରିଛନ୍ତି । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । କାରଣ ନିଶା ହେଉଛି ତାଙ୍କର ଗଛ ଲଗାଇବା । ସେଥିପାଇଁ ତ ଟ୍ରି ମ୍ୟାନ୍ ଭାବେ ସମଗ୍ର ଜିଲ୍ଲାରେ ପରିଚିତ । ନିଜ ଆପ୍ରାଣ ଉଦ୍ୟମରେ ଗଢି…

ସ୍ଲୋଗାନ୍ ନୁହେଁ କାମରେ କରି ଦେଖାଉଛନ୍ତି ରବିନ୍ଦ୍ର, ବୁଲି ବୁଲି ଲଗାଉଛନ୍ତି ଗଛ

ବ୍ରହ୍ମପୁର(କେନ୍ୟୁଜ): ମାଟି ମା ଚାହୁଁଛି ସବୁଜ ଶାଢୀ ଲୋକେ ଚାହୁଁଛନ୍ତି ଗଛ ଲଗାଇବେ ଧାଡିକି ଧାଡି । ଗଛ ହିଁ ଆମର ପ୍ରକୃତ ବନ୍ଧୁ । ଅନ୍ୟ ଅର୍ଥରେ କହିବାକୁ ଗଲେ ବୃକ୍ଷ ହିଁ ଜୀବନ । ହେଲେ ଅନେକ କ୍ଷେତ୍ରରେ ଏହା କେବଳ ଏକ ସ୍ଲୋଗାନରେ ରହିଯାଉଥିବାବେଳେ, ଏହାକୁ ବାସ୍ତବ ରୂପ ଦେଉଛନ୍ତି…

ଗଛ ହୋଇ କ୍ୟାମେରାରେ କଏଦ କଲେ ଭଉଣୀର ଏହି ହରକତ, ଫଟୋ ଦେଖି ଯୁବତୀଙ୍କୁ ଭୁରି ଭୁରି ପ୍ରଶଂସା କଲେ ଲୋକେ

ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏହି ଫଟୋରେ ଜଣେ ଯୁବତୀ ଗଛ ବେଶ ଧାରଣ କରିଥିବା ଦେଖିବାକୁ ମିଳିଛି। ସେ ଲୁଚିକି ନିଜ ଭଉଣୀ ଏବଂ ତାଙ୍କ ପ୍ରେମିକଙ୍କ ଫଟୋ ଉଠାଉଥିଲେ, ଯେଉଁଠି ଯୁବକ ଜଣକ ତାଙ୍କ ଭଉଣୀଙ୍କୁ ପ୍ରପୋଜ କରୁଥିଲେ।…