ରାୟଗଡା ସହରର ପ୍ରେମ ପାହାଡରେ ବର ଗଛ ସହିତ ଓସ୍ତ ଗଛର ବାହାଘର
ରାୟଗଡା(କେନ୍ୟୁଜ): ରାୟଗଡା ସହରର ପ୍ରେମ ପାହାଡରେ ଏକ ଅଭିନବ ବାହାଘର । ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏଠାରେ ରୁଣ୍ଡ ହୋଇଥିଲେ । ଆଜିର ବସ୍ତୁବାଦୀ ସମାଜରେ ପ୍ରକୃତି ପ୍ରତି ରହିଥିବା ସମ୍ମାନ ଆଉ ପୁରାତନ ପରମ୍ପରାକୁ ନେଇ ଚାଲିଥିବା ଏହି ବିରଳ ବୃକ୍ଷଙ୍କ ବାହାଘର ଅନୁଷ୍ଠିତ ହୋଇଛି…