Below header
Browsing Tag

triger sundari

ସୁନ୍ଦରୀର ଶିକାର ଜାରି, ଟ୍ରାଙ୍କୁଲାଇଜ୍‌ କରାଯିବାକୁ ପ୍ରକ୍ରିୟା ଆରମ୍ଭ

ଅନୁଗୁଳ(କେନ୍ଯୁଜ୍) : ପୁଣି ଶୀକାର କଲା ସୁନ୍ଦରୀ। କୁମୁରିରେ ଗୋଟିଏ ବଳଦକୁ ଆକ୍ରମଣ କରିଛି ସୁନ୍ଦରୀ। ଟାଇଁସି ଗାଁ ନିକଟ କୁମୁରିରୁ ବଳଦର ମୃତଦେହ ଠାବ ହୋଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଆଇନଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପଟେ…