Browsing Tag

tripura bhairavi besha

ଚାଲିଛି ମାଆ ଜଗଜ୍ଜନନୀଙ୍କର ଷୋଡ଼ଶ ଉପଚାର ପୂଜା, ଆଜି ତ୍ରିପୁରା ଭୈରବୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି

କଟକ :ରାଜ୍ୟର ପ୍ରମୁଖ ଦେବୀ ପୀଠରେ ଚାଲିଛି ମାଆ ଜଗଜ୍ଜନନୀଙ୍କର ଷୋଡ଼ଶ ଉପଚାର ପୂଜା । ଆଜି ତ୍ରିପୁରା ଭୈରବୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି। ଗତକାଲି ବନଦୁର୍ଗା ବେଶରେ ଦର୍ଶନ ଦେଇଥିଲେ। ମୂଳାଷ୍ଟମୀରେ ଘଟ ସ୍ଥାପନ ପରଠୁ ଷୋଡ଼ଶ ଉପଚାର ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ଚଳିତ…