ଚାଲିଛି ମାଆ ଜଗଜ୍ଜନନୀଙ୍କର ଷୋଡ଼ଶ ଉପଚାର ପୂଜା, ଆଜି ତ୍ରିପୁରା ଭୈରବୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି

କଟକ :ରାଜ୍ୟର ପ୍ରମୁଖ ଦେବୀ ପୀଠରେ ଚାଲିଛି ମାଆ ଜଗଜ୍ଜନନୀଙ୍କର ଷୋଡ଼ଶ ଉପଚାର ପୂଜା । ଆଜି ତ୍ରିପୁରା ଭୈରବୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି। ଗତକାଲି ବନଦୁର୍ଗା ବେଶରେ ଦର୍ଶନ ଦେଇଥିଲେ।

ମୂଳାଷ୍ଟମୀରେ ଘଟ ସ୍ଥାପନ ପରଠୁ ଷୋଡ଼ଶ ଉପଚାର ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ମଝିରେ ମଳ ମାସ ପଡିବାରୁ, ଛଅଟି ବେଶ ପରେ ଆଉ ବେଶ ହୋଇ ନ ଥିଲେ ମାଆ । ଏବେ ନବରାତ୍ରରେ ମାଆ ପ୍ରତିଦିନ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.