ଗଣତନ୍ତ୍ର ଦିବସ ପାଇଁ ବନାନ୍ତୁ ସ୍ପେଶାଲ ତ୍ରିରଙ୍ଗା ସାଣ୍ଡଓ୍ଵିଚ୍, ସମସ୍ତଙ୍କୁ ଆସିବ ପସନ୍ଦ
୨୬ ଜାନୁୟାରୀ ଅର୍ଥାତ୍ ଗଣତନ୍ତ୍ର ଦିବସ ର ଗୌରବାନ୍ଵିତ ଦିନ ଅଟେ ଯାହା ପୂରା ଦେଶବାସୀର ମନରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରଖିଥାଏ। ଏହି ଦିନକୁ ଆହୁରି ବି ସ୍ପେଶାଲ କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ‘ତ୍ରିରଙ୍ଗା ସାଣ୍ଡଓ୍ଵିଚ୍’ବନାଇବାର ରେସିପି ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହି…