ଭାରତକୁ ଭେଣ୍ଟିଲେଟର ଦାନ କରିବ ଆମେରିକା, ଟ୍ରମ୍ପ କହିଲେ- ମୋଦି ମୋର ବହୁତ ଭଲ ବନ୍ଧୁ ମୁଁ ତାଙ୍କ ସହିତ ଅଛି !
ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ କହିଛନ୍ତି, 'ମୁଁ ଏହା କହିବାକୁ ଗର୍ବ ଅନୁଭବ କରୁଛି ଯେ ଆମେରିକା ନିଜର ବନ୍ଧୁ ଭାରତକୁ ଭେଣ୍ଟିଲେଟର ଦାନ କରିବ। ଏହି ମହାମାରୀ କରୋନା ସହ ଲଢେ଼ଇ କରିବାକୁ ଭାରତ ଏବଂ ପିଏମ ମୋଦିଙ୍କ ସହିତ ଛିଡା ହୋଇଛି ଆମେରିକା। ଆମେ ଟୀକାର ବିକଶିତ…