Below header
Browsing Tag

turkey onion

ପିଆଜ ଗୋଟା ଅଧ କିଲୋ, ବଜାରକୁ ଆସିଲା ତୁର୍କୀ ପିଆଜ

ପିଆଜ ଗୋଟା ଅଧ କିଲୋ। ବିଶ୍ୱାସ ହେଉନି ନା। ଦେଖନ୍ତୁ ଏହି ପିଆଜକୁ। ଆକାର ଯେମିତି, ଦେଖିବାକୁ ବି ସେମିତି ଚିକଣିଆ। ଇଏ ହେଉଛି ତୁର୍କୀ ପିଆଜ। ଓଡ଼ିଶା ବଜାରକୁ ଆସିଛି। ଗତକାଲି ଭୁବନେଶ୍ୱରରେ ପହଞ୍ଚିଛି ତୁର୍କୀ ପିଆଜ। ହୋଲସେଲ୍‌ ଦାମ ରହିଛି କିଲୋ ପ୍ରତି ୮୫ ଟଙ୍କା। ଏହି ତୁର୍କୀ ପିଆଜ…