ପିଆଜ ଗୋଟା ଅଧ କିଲୋ, ବଜାରକୁ ଆସିଲା ତୁର୍କୀ ପିଆଜ

ପିଆଜ ଗୋଟା ଅଧ କିଲୋ। ବିଶ୍ୱାସ ହେଉନି ନା। ଦେଖନ୍ତୁ ଏହି ପିଆଜକୁ। ଆକାର ଯେମିତି, ଦେଖିବାକୁ ବି ସେମିତି ଚିକଣିଆ। ଇଏ ହେଉଛି ତୁର୍କୀ ପିଆଜ। ଓଡ଼ିଶା ବଜାରକୁ ଆସିଛି। ଗତକାଲି ଭୁବନେଶ୍ୱରରେ ପହଞ୍ଚିଛି ତୁର୍କୀ ପିଆଜ। ହୋଲସେଲ୍‌ ଦାମ ରହିଛି କିଲୋ ପ୍ରତି ୮୫ ଟଙ୍କା। ଏହି ତୁର୍କୀ ପିଆଜ ଭାରତର ପିଆଜ ଅପେକ୍ଷା ଦେଖିବାକୁ ଢ଼େର ବଡ଼। ପିଆଜର ନିଅଣ୍ଟିଆ ସ୍ଥିତି ଓ ଦର ବୃଦ୍ଧିରେ ଏହା ରୋକ ଲଗାଇବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.