Below header
Browsing Tag

turmeric side effects

ଷ୍ଟୋନ, ଡାଇବେଟିସ୍‌ ରୋଗୀ ଜମାରୁ ବି ଖାଆନ୍ତୁ ନାହିଁ ହଳଦୀ! ଜାଣି ରଖନ୍ତୁ ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଯଦି ଖାଇବେ…

ହଳଦୀର ସେବନ ଆମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ବିଭିନ୍ନ ଔଷଧୀୟ ଗୁଣ ଭରି ରହିଛି। ହେଲେ ଆପଣ ଜାଣି ନ ଥିବେ ଯେ ଏହା ସମସ୍ତଙ୍କ ପାଇଁ ସମାନ ଫାଇଦା ପହଞ୍ଚାଇ ନ ଥାଏ। ଆମ ଭିତରୁ ଅନେକ ଲୋକ ଏମିତି ବି ଅଛନ୍ତି, ଯେଉଁମାନଙ୍କୁ ହଳଦୀ କ୍ଷତି ପହଞ୍ଚାଥାଏ। ଆଜି ଆମେ ଆପଣଙ୍କୁ କହିବୁ କି,…

ଔଷଧୀୟ ଗୁଣରେ ଭରପୂର ହଳଦୀ ସେବନ ଦ୍ୱାରା ଦେଖାଦିଏ ଏସବୁ ସମସ୍ୟା, ନିଶ୍ଚୟ ପଢ଼ନ୍ତୁ

ଭାରତୀୟ ମସଲା ମଧ୍ୟରେ ହଳଦୀ ପ୍ରମୁଖ। ଏହା କେବଳ ପାଟିକୁ ସ୍ୱାଦିଷ୍ଟ ଲାଗେନି, ବରଂ ଶରୀର ପାଇଁ ମଧ୍ୟ ହିତକର ହୋଇଥାଏ। ଖାଦ୍ୟର ସ୍ୱାଦ ଓ ରଙ୍ଗ ବଢ଼ାଇବା ପାଇଁ ସାଧାରଣତଃ ହଳଦୀ ବ୍ୟବହାର କରାଯାଏ। ନିୟମିତ କିଛି କିଛି ହଳଦୀ ସେବନ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। କିନ୍ତୁ…