Browsing Tag

turtle video

ଧୀରେ ଧୀରେ ଚାଲୁଥିବା କଇଁଛ କେମିତି ନୂଆ ଟେକ୍ନିକ୍‌ ବ୍ୟବହାର କରି ଅଚାନକ ଜୋରରେ ଦୌଡ଼ିଲା, ଦେଖନ୍ତୁ ଭିଡିଓ

କଇଁଛ ନାଁ ଶୁଣିବା ମାତ୍ରେ ତାର ଧୀମା ଚାଲି କଥା ମନକୁ ଆସେ। କିନ୍ତୁ ଦୁନିଆର ସବୁଠୁ ଧୀରେ ଚାଲୁଥିବା କଇଁଛ ଯଦି ଅଚାନକ ଦ୍ରୁତ ବେଗରେ ଦୌଡ଼ିବାକୁ ଲାଗିବ ତେବେ ଏହା ଦେଖି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ୍‌। ଟ୍ଵିଟରରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କଇଁଛ ଦ୍ରୁତ ଗତିରେ…