Below header
Browsing Tag

UFO mystery

ଆମେରିକା ଏଲିଏନ୍ସକୁ ପଠାଉଛି ସମସ୍ତ ଗୁପ୍ତ ତଥ୍ୟ!

ଧରାପଡ଼ିଲା ଆମେରିକା। ଏତେ ଦିନରୁ ଲୁଚାଇ ରଖିଥିବା ଏଲିଏନ୍ସ ସମ୍ପର୍କରେ ଏବେ ଜଣାପଡ଼ିଲା। ଲୁଚି ରହିଥିବା ଏଲିଏନ୍ସ ନଜରକୁ ଆସିଲା। ଏହାକୁ ନେଇ ଆମେରିକା ସଂସଦରେ ହଇଚଇ ସୃଷ୍ଟି ହେଲ ।। ଶୁଣିବାକୁ ମିଳୁଛି ଯେ ଆମେରିକା ଏଲିଏନ୍ସକୁ ସମସ୍ତ ତଥ୍ୟ ଗୁପ୍ତ ଆକାରରେ ପଠାଉଛି। ଏବେ ପ୍ରଶ୍ନ ଉଠୁଛି…

କ’ଣ ଏହି UFO ର ରହସ୍ୟ, କାହିଁକି ବାରମ୍ବାର ଚୀନ ଆକାଶରେ ଦେଖିବାକୁ ମିଳୁଛି ଏହି ଅଜବ ଦୃଶ୍ୟ

ଆଜି ପର୍ଯ୍ୟନ୍ତ ଚୀନର ଅନେକ ପ୍ରାନ୍ତରେ UFO ଦେଖାଯାଇଥିବା ଦାବି କରାଯାଇଛି, କେବଳ ଦାବି ନୁହେଁ ବରଂ ସେଠାକାର ସୋସିଆଲ ମିଡିଆରେ ଅନେକ UFOର ଭିଡିଓ ବି ଭାଇରଲ ହୋଇଛି । ତେବେ ଆଜି ଆମେ ଆପଣଙ୍କୁ ଠିକ ଏହିପରି ଦୁଇଟି ଘଟଣା ବିଷୟରେ କହିବୁ , ଯାହା ଚୀନକୁ ସମ୍ପୂର୍ଣ୍ଣ ମାତ୍ରାରେ ଦୋହଲାଇ…