Browsing Tag

umesh chandra swain passes away

ପୂର୍ବତନ ବିଧାୟକ ତଥା ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ଉମେଶ ସ୍ବାଇଁଙ୍କ ପରଲୋକ

ଭୁବନେଶ୍ୱର(କେନ୍ଯୁଜ୍): ବାଲିକୁଦାର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ। ୭୪ ବର୍ଷ ବୟସରେ  ସେ ଶେଷ ନିଶ୍ବାସ ତ୍ଯାଗ କରିଛନ୍ତି । ସୂଚନା ମୁତାବକ, ଭୁବନେଶ୍ୱରରେ ଆଜି ସକାଳୁ ହୃଦଘାତରେ ମୃତ୍ୟୁ ହୋଇଛି । ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ମାଛଗାଁ…