Browsing Tag

umpire signal

ହାତରେ ନୁହେଁ ଗୋଡ ଉପରକୁ ଉଠାଇ ଓ୍ଵାଇଡ ସିଗନାଲ ଦେଲେ ଅମ୍ପାୟର, ଭିଡିଓ ଭାଇରଲ

କ୍ରିକେଟ ଖେଳ ସମୟରେ ଆପଣ ପଡିଆରେ ଦୁଇଟି ଟିମ୍‌ ବ୍ୟତୀତ ଅମ୍ପାୟର ମଧ୍ୟ ରହିଥିବା ଆପଣ ନିଶ୍ଚିତ ଦେଖିଥିବେ। କିନ୍ତୁ ଅମ୍ପାୟରିଂ କରିବା ବହୁତ ସହଜ ଲାଗୁଥିବା ବେଳେ କିନ୍ତୁ ସହଜ ନୁହେଁ। କାରଣ ଅନ ଫିଲ୍ଡ ଅମ୍ପାୟରଙ୍କୁ କିଛି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିଥାଏ। ଅମ୍ପାୟର ପାଇଁ…