Browsing Tag

underage boy

ଜୟପୁର: ଦୁଇ ସାହସୀ ସାଙ୍ଗଙ୍କ ଚମତ୍କାରିତା,ନିଜ ଜୀବନକୁ ବାଜି ଲଗାଇ କେନାଲରେ ଭାସି ଯାଉଥିବା ଲୋକକୁ କଲେ ଉଦ୍ଧାର 

ଜୟପୁର(କେନ୍ୟୁଜ୍): ଦୁଇ ସାଙ୍ଗଙ୍କ ଚମତ୍କାରିତା । ନିଜ ଜୀବନକୁ ବାଜି ଲଗାଇ ଅନ୍ୟକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଇଛନ୍ତି । ଜୟପୁର ଗାନ୍ଧି ଛକ କଲୋନୀରେ ବାଲାଜୀ ସାହୁ ନାମକ ବ୍ୟକ୍ତି ମର୍ଣ୍ଣିଂ ୱାଲ୍କ କରୁଥିବା ବେଳେ ମୁଣ୍ଡ ବୁଲାଇବାରୁ ହଠାତ୍‌ କେନାଲ ତଳକୁ ପଡ଼ିଯାଇଥିଲେ । ସେହି ସମୟରେ…