Browsing Tag

Unique Hotel

ଅଜବ ଏହି ହୋଟେଲ, ନା ଅଛି ଛାତ ନା ଅଛି କାନ୍ଥ, ତଥାପି ଗୋଟିଏ ରାତି ପାଇଁ ଦେବାକୁ ପଡ଼େ ଏତେ ଟଙ୍କା

ଦୁନିଆର କୋଣ ଅନୁକୋଣରେ ଅଜବ ଜିନିଷ ସବୁ ଦେଖିବାକୁ ମିଳେ। ଠିକ ଏମିତି ହିଁ ଏକ ହୋଟେଲ ଅଛି, ଯାହାର ରୁମ ଖୋଲା ଆକାଶ ତଳେ ମୁକୁଳା ରହିଛି, ଯଦ୍ଦ୍ୱାରା ଏହି ରୁମ ବୁକ କରୁଥିବା ଲୋକେ ମୁକ୍ତ ବାୟୁର ମଜା ନେଇପାରିବେ। ଏହି ରୁମ ସ୍ୱିଜରଲାଣ୍ଡର ସବୁଜିମାପୂର୍ଣ୍ଣ ସୁନ୍ଦର ପାହାଡ଼ ମଝିରେ ରହିଛି।…

ଏ ହେଉଛି ଦୁନିଆର ସବୁଠାରୁ ଦୁର୍ଗମ ହୋଟେଲ, ଯେଉଁଠି ୬୦ ହଜାର ପାହାଚ ଚଢ଼ି ପାହାଡ଼ ଉପରକୁ ଯିବାକୁ ପଡ଼େ

ଦୁନିଆର ସବୁଠାରୁ ଦୁର୍ଗମ ହୋଟେଲ ମଧ୍ୟରୁ ‘ଜେଡ୍‌ ସ୍କ୍ରିନ୍‌ ହୋଟେଲ’ ଅନ୍ୟତମ। ଚୀନର ୟେଲୋ ମାଉଣ୍ଟେନ୍‌ ଉପରେ ଥିବା ଏହି ଫୋର୍‌ ଷ୍ଟାର୍‌ ହୋଟେଲ ଯାଏ ପହଞ୍ଚିବା ପାଇଁ ପଯ୍ୟର୍ଟକଙ୍କୁ ୬୦ ହଜାର ସିଡି ଚଢ଼ିବାକୁ ପଡ଼ିଥାଏ। ଯଦି କେହି ସିଡି ଚଢ଼ିବାକୁ ନ ଚାହେଁ, ତା’ହେଲେ କୁଲି ତାଙ୍କୁ ଚେୟାରରେ…

ଏମିତି ଏକ ରହସ୍ୟମୟ ହୋଟେଲ, ଯେଉଁଠି କଡ଼ ଲେଉଟିବା କ୍ଷଣି ବଦଳି ଯାଇଥାଏ ଦେଶ

ଦୁନିଆରେ ଏଭଳି ଏକ ହୋଟେଲ ରହିଛି, ଯାହା ଦେଖିବାକୁ ଖୁବ୍ ସ୍ବତନ୍ତ୍ର, ସୁନ୍ଦର ଏବଂ ରାଜପ୍ରାସାଦ ଭଳି। କିନ୍ତୁ ଆପଣ କେବେ ଏଭଳି ହୋଟେଲ ବିଷୟରେ ଶୁଣିଛନ୍ତି କି, ଯେଉଁଠାରେ ଶେଯରେ ଶୋଇଥିବା ଲୋକ କଡ଼ ଲେଉଟିଲା ମାତ୍ରେ ହିଁ ଗୋଟେ ଦେଶରୁ ଅନ୍ୟ ଦେଶକୁ ଚାଲି ଯାଇଥାନ୍ତି। ଆଜ୍ଞା ହଁ ଏକଥା…