Browsing Tag

unique punishment

ଭିନ୍ନ ପ୍ରକାରରର ସଜା, ଦ୍ରୁତଗତିରେ ଗାଡି ଚଳାଉଥିବାରୁ ଗ୍ରାମବାସୀମାନେ ବସର ଛାତ ଉପରେ କରାଇଲେ ଉଠବସ

ଇନ୍ଦୋରରେ ବଢୁଥିବା ସଡକ ଦୁର୍ଘଟଣାକୁ ରୋକିବା ପାଇଁ ରାଉ ଅଂଚଳର ଗ୍ରାମବାସୀମାନେ ଏକ ଭିନ୍ନ ପ୍ରକାରର ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ନିକଟସ୍ଥ ଲୋକମାନେ ଦ୍ରୁତଗତିରେ ଗାଡି ଚଳାଉଥିବା ଚାଳକଙ୍କୁ ଅଟକାଇ ବସର ଛାତ ଉପରେ ସେମାନଙ୍କୁ ଉଠବସ କରାଇ ତାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ…