Browsing Tag

Unique wedding in lockdown

ଦ୍ବୀପ ଜଳାଇ ନେଲେ ସାତଫେରା, ପୋଲିସ ପଢୁଛନ୍ତି ମନ୍ତ୍ର , ଦେଖନ୍ତୁ ଲକଡାଉନରେ କିପରି ଚାଲିଛି ବିବାହ

ସାଧାରଣତଃ ଆପଣ ପୋଲିସମାନଙ୍କୁ ଆଇନ ପାଳନ କରୁଥିବା, କଠୋରତା ଦେଖାଉଥିବା କିମ୍ବା ସମାଜ ସେବା କରୁଥିବାର ଦେଖିଥିବେ କିନ୍ତୁ କଣ ଆପଣ କେବେ ପୋଲିସ ମନ୍ତ୍ର ପଢି ବିବାହ କରାଉଥବାର ଦେଖିଛନ୍ତି କି ? ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଏକ ଏପରି ବିବାହ ଘଟିଛି ଯେଉଁଠି ବିବାହ କରାଇବା ପାଇଁ…