Browsing Tag

united fight against the BJP

ମୋଦିଙ୍କ ପାଇଁ ସହଜ ନୁହେଁ ଊଣେଇଶିର ରାସ୍ତା, କୋଲକାତାରୁ ବିରୋଧୀ ମେଣ୍ଟର ଶୁଭ ଅନୁକୂଳ

୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଉ ହାତରେ ମାସ କେଇଟା । ସବୁ ରାଜନୈତିକ ଦଳ କମର କସାରେ ଲାଗିଛନ୍ତି। କିଏ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିଛି ତ ଆଉ କିଏ ମୋ ବୁଥ୍ ସବୁଠୁ ମଜଭୁତ କ୍ୟାମ୍ପେନ କରୁଛନ୍ତି। ସମସ୍ତଙ୍କ ମିଶନ ଗୋଟିଏ। ଭୋଟ୍ ଭିକ୍ଷା। ଶାସନ ଡୋରି ନିଜ ହାତରେ ରଖିବା। ମୋଦି ଶକ୍ତିରେ…