Browsing Tag

universities will open today

ଆଜିଠାରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ: ପ୍ରଥମ ପର୍ଯ୍ୟାୟରେ ପାଠ ପଢ଼ିବେ ୟୁଜି ଓ ପିଜିର ଶେଷ ବର୍ଷର ଛାତ୍ରଛାତ୍ରୀ

କେନ୍ଯୁଜ୍ : ଆଜିଠାରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ । ପ୍ରଥମ ପର୍ଯ୍ୟାୟରେ ପାଠ ପଢ଼ିବେ ୟୁଜି ଓ ପିଜିର ଶେଷ ବର୍ଷର ପିଲା । ଫାଇନାଲ ସେମିଷ୍ଟାର ପୂର୍ବରୁ ଗୋଟିଏ ସେମିଷ୍ଟାର ପରୀକ୍ଷା ହେବ । ମାର୍ଚ୍ଚ ୧୬ରୁ ମାର୍ଚ୍ଚ ୩୧ ଯାଏ ପରୀକ୍ଷା ହେବ । ଏପ୍ରିଲ ୩୦ ସୁଦ୍ଧା ବାହାରିବ ରେଜଲ୍‌ଟ ।…