ଗଞ୍ଜାମ : କାହାର ଏ କାର ? ଦୁଘର୍ଟଣା ଘଟିବା ପରେ ଚାଳକ ଫେରାର୍
ଗଞ୍ଜାମ (କେନ୍ୟୁଜ୍) : ପାଟପୁର ଥାନା ଅନ୍ତର୍ଗତ ହରିଣା ନାଳ ନିକଟରେ ଏକ କାର୍ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଡେଙ୍ଗାଓସ୍ତା ପଟୁ ପାଟପୁର ଅଭିମୁଖେ ବିଳମ୍ବିତ ରାତିରେ କାର୍ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରା ଯାଉଛି। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇଛନ୍ତି ନା ନାହିଁ ତାହା…