Browsing Tag

unknown disease

ବାଲେଶ୍ୱର ରଘୁନାଥପୁର ଗାଁରେ ଅଜଣା ରୋଗ ଆତଙ୍କ : ୫ ମୃତ, ୫ ଗୁରୁତର

ବାଲେଶ୍ୱର (କେ ନ୍ୟୁଜ୍) : ସଦର ବ୍ଳକ୍ ବାଇଁଚା ପଞ୍ଚାୟତ ରଘୁନାଥପୁର ଗାଁରେ ଅଜଣା ରୋଗ ଆତଙ୍କ ପରେ ଡାକ୍ତର ଟିମ ପହଞ୍ଚିଛି । ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଏ ପର୍ୟ୍ୟନ୍ତ ଅଜଣା ରୋଗରେ ୫ ଜଣ ପ୍ରାଣ ହରାଇଥିବା ବେଳେ ଆଉ ୫ ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଆକ୍ରାନ୍ତଙ୍କୁ…