Below header
Browsing Tag

UNNAO DEATH

ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ପୀଡ଼ିତା, ଛାଡ଼ିଗଲେ ଅନେକ ପ୍ରଶ୍ନ

ଜଣକୁ ନ୍ୟାୟ ମିଳିଲା ବୋଲି ଗତକାଲି ସାରା ଦିନ ଆମେ ସେଲିବ୍ରେଟ୍‌ କଲେ । ହେଲେ ରାତିକୁ ଆଉ ଜଣେ ପୀଡ଼ିତା ଆଖି ବୁଜିଦେଲା । ଠିକ ହାଇଦ୍ରାବାଦ ଘଟଣା ଭଳି ଉତ୍ତର ପ୍ରଦେଶ ଉନ୍ନାଓରେ ଘଟିଥିଲା ଘଟଣା । ଯୁବତୀ ଜଣକୁ ଦୁଷ୍କର୍ମ କରି ଅଭିଯୁକ୍ତମାନେ ଜେଲ୍‌ ଯାଇଥିଲେ । ହେଲେ ବେଲ୍‌ରେ ଆସି ଘଟାଇଲେ…