ମୁହଁର ଅନାବଶ୍ୟକ କେଶରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ
ଅନେକ ମହିଳା ନିଜ ଶରୀରରେ ଥିବା ଅନାବଶ୍ୟକ ଚୁଟିକୁ ଚିନ୍ତାରେ ରହିଥାନ୍ତି। ଯାହା ସେମାନଙ୍କ ସୁନ୍ଦରତାକୁ କମ୍ କରିଥାଏ ବୋଲି ସେମାନେ ଭାବିଥାନ୍ତି। ଏଥିପାଇଁ ମହିଳାମାନେ ୱାକ୍ସିଂ ଏବଂ ଥ୍ରେଡିଂ କରୁଥିବା ବେଳେ କେତେକ ମହିଳା ବଜାରରେ ମିଳୁଥିବା ମହଙ୍ଗା କ୍ରିମ୍ ଉପରେ ଭରସା କରିଥାନ୍ତି।…