ଗୁଜରାଟରେ ବଡ଼ଧରଣର ବିମାନ ଦୁର୍ଘଟଣା, ଜାରି ରହିଛି ଅପଡେଟ…
ଗୁଜରାଟରେ ବଡ଼ଧରଣର ବିମାନ ଦୁର୍ଘଟଣା । ଏୟାର ଇଣ୍ଡିଆର ବିମାନ କ୍ରାସ । ଅହମ୍ମଦାବାଦର ମେଘାନୀ ନଗରରେ ଏୟାରଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ ହୋଇଥିବା ସୂଚନା । ଏୟାରଇଣ୍ଡିଆର AI- 171 ଦୁର୍ଘଟଣାଗ୍ରସ୍ତ ହୋଇଛି । ଅପରାହ୍ ଣ…