୧୯୮୫ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଉପେନ୍ଦ୍ର ପ୍ରସାଦ ସିଂ ହେଲେ କେନ୍ଦ୍ର ବୟନ ସଚିବ
କେନ୍ଯୁଜ୍: ଉପେନ୍ଦ୍ର ପ୍ରସାଦ ସିଂ ହେଲେ କେନ୍ଦ୍ର ବୟନ ସଚିବ । ୧୯୮୫ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ହେଉଛନ୍ତି ଉପେନ୍ଦ୍ର ପ୍ରସାଦ ସିଂ । ୧୯୮୬ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଜିଭିଭି ଶର୍ମା ନେସନାଲ ଅଥରିଟି, କେମିକାଲ େଓ୍ଵପନ୍ସ କନ୍ଭେନ୍ସନ୍ର ଅଧ୍ୟକ୍ଷ ନିଯୁକ୍ତ…