୧୯୮୫ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଉପେନ୍ଦ୍ର ପ୍ରସାଦ ସିଂ ହେଲେ କେନ୍ଦ୍ର ବୟନ ସଚିବ

କେନ୍ଯୁଜ୍: ଉପେନ୍ଦ୍ର ପ୍ରସାଦ ସିଂ ହେଲେ କେନ୍ଦ୍ର ବୟନ ସଚିବ । ୧୯୮୫ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ହେଉଛନ୍ତି ଉପେନ୍ଦ୍ର ପ୍ରସାଦ ସିଂ । ୧୯୮୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଜିଭିଭି ଶର୍ମା ନେସନାଲ ଅଥରିଟି, କେମିକାଲ େଓ୍ଵପନ୍‌ସ କନ୍‌ଭେନ୍‌ସନ୍‌ର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।

ଏହା ସହ ୧୯୮୮ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଆଇଏଏସ୍‌ ବିଦ୍ୟୁତ ବିହାରୀ ସ୍ୱାଇଁଙ୍କୁ ଏମ୍‌ଏସ୍‌ଏମ୍‌ଇ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । କେନ୍ଦ୍ର କ୍ୟାବିନେଟ୍‌ର ଆପଏଣ୍ଟମେଣ୍ଟସ୍‌ କମିଟି ପକ୍ଷରୁ ନୂଆ ନିଯୁକ୍ତି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.