Browsing Tag

urmila dhal

ବାଲେଶ୍ୱର ଓସଙ୍ଗ ଗାଁର ଉର୍ମିଳା ଧଳ, ନିଜର ଇଚ୍ଛାଶକ୍ତି ହିଁ ତାଙ୍କୁ ଦେଇଛି ନୂଆ ପରିଚୟ

ବାଲେଶ୍ୱର: ମନ ବଳ ଆଗରେ ହାର୍‌ ମାନିଛି ଶରୀରର ଅକ୍ଷମତା। ଇଚ୍ଛାଶକ୍ତି ହିଁ ତାଙ୍କୁ ଦେଇଛି ନୂଆ ପରିଚୟ । ଆଜି ଏମିତି ଏକ ସଫଳ ବ୍ୟକ୍ତିତ୍ୱଙ୍କ କଥା କହିବୁ, ଯାହାଙ୍କ କାହାଣୀ ଆପଣଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ। ବାଲେଶ୍ୱର ଖଇରା ବ୍ଲକ୍‌ ଓସଙ୍ଗ ଗାଁର ଉର୍ମିଳା ଧଳ। ୫ ବର୍ଷ ବୟସରୁ…