Below header
Browsing Tag

vaccination process

କୋଭିଡ ଟିକାକରଣରେ ରାଜ୍ୟର ନୂଆ ମାଇଲଖୁଣ୍ଟ, ୨ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର : କୋଭିଡ ଟିକାକରଣରେ ରାଜ୍ୟରେ ସୃଷ୍ଟି ହେଲା ନୂଆ ମାଇଲଖୁଣ୍ଟ । ରାଜ୍ୟରେ ଚାଲିଥିବା ଟିକାକରଣ ଅଭିଯାନ ୨ କୋଟି ଟପିଛି। ବର୍ତ୍ତମାନ ସୁଦ୍ଧା ୨ କୋଟି ୨୧ ହଜାର ୮୧୪ ଡୋଜ୍ ଟିକାକରଣ ହୋଇଛି। ଆଜି ୧ହଜାର ୫୪ଟି କେନ୍ଦ୍ରରେ ଟିକାକରଣ କରାଯାଇଛି। ଫଳରେ ଟିକାକରଣ ସଂଖ୍ୟା ୨ କୋଟି…