Browsing Tag

vaccine dry run

ଟିକାକରଣ ପୂର୍ବରୁ ଚୂଡ଼ାନ୍ତ ରିହାରସାଲ୍: ଆଜି ଦେଶବ୍ୟାପୀ ଚାଲିଛି ଡ୍ରାଏ ରନ୍

ନୂଆଦିଲ୍ଲୀ: ଟିକାକରଣ ପୂର୍ବରୁ ଚୂଡ଼ାନ୍ତ ରିହାରସାଲ୍‌ । ଆଜି ଦେଶବ୍ୟାପୀ ଡ୍ରାଏ ରନ୍‌ । ଟିକା ଦିଆଯିବନି, କିନ୍ତୁ ଟିକା ଦିଆଯିବାର ସମସ୍ତ ପ୍ରକ୍ରିୟା ପରିଚାଳିତ ହେବ । ଗୋଟିଏ ଦିନରେ ସବୁ ରାଜ୍ୟ ଓ କନ୍ଦ୍ର ଶାସିତ ଅଞ୍ଚଳରେ ଡ୍ରାଏ ରନ୍‌ ହେଉଛି । ଓଡ଼ିଶାର ୩୧ଟି ସ୍ଥାନରେ ଡ୍ରାଏ ରନ…