ଭାରତୀୟ ସେନା ପାଇଁ ଏହି ବ୍ୟକ୍ତି ତିଆରି କରିଛନ୍ତି ଆଇରନ୍ ମ୍ୟାନ୍ ସୁଟ୍, ଗୁଳିବାଜିଲେ ବି କିଛି ହେବନି
ଉତ୍ତର ପ୍ରଦେଶ ବାରଣାସୀର ଜଣେ ଯୁବକ ଭାରତୀୟ ସେନା ବାହିନୀ ପାଇଁ ଆଇରନ୍ ମ୍ୟାନ୍ ସୁଟ୍ ତିଆରି କରିଛନ୍ତି। ଶତ୍ରୁ ସହ ଲଢ଼ିବା ବେଳେ ଏହି ସୁଟ୍ ଗୁଳିମାଡ଼ରୁ ଶରୀରକୁ ରକ୍ଷା କରିବ। ଏହି ସୁଟ୍କୁ ବାରଣାସୀର ଅଶୋକା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍ମେଣ୍ଟରେ କାମ…