Below header
Browsing Tag

varun dhawan

ପ୍ରେମ, ପ୍ରତାରଣା, ପୀଡା ଏବଂ ଘୃଣାର ଐତିହାସିକ କାହାଣୀ . . . ଖୁବ୍ ଜବରଦସ୍ତ ହୋଇଛି କରଣଙ୍କ ‘କଲଙ୍କ’ର ଟ୍ରେଲର

ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ କଲଙ୍କର ଟ୍ରେଲର । କରଣ ଯୋହର ଟୁଇଟ୍ କରି ଏନେଇ ଦେଇଛନ୍ତି ସୂଚନା । ଏହି ମଲଟିଷ୍ଟାରର ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ବରୁଣ ଧୱନ, ଆଲିୟା ଭଟ୍ଟ, ସଂଜୟ ଦତ୍ତ, ମାଧୁରୀ ଦିକ୍ଷୀତ, ସୋନାକ୍ଷୀ ସିହ୍ନା ଏବଂ ଆଦିତ୍ୟ ରୟ କପୁର । ଏହି ଫିଲ୍ମର ସବୁଠାରୁ…

ପୁଣି ଫେରୁଛି କୁଲି ନଂ-୧ , ଧମାଲ ମଚାଇବେ ଏହି ନବାଗତା ଯୋଡ଼ି

ମୁମ୍ବାଇ : ପୁଣି ଥରେ ପରଦାରେ ଆସୁଛି କୁଲି ନଂ-୧। ଏଥିରେ ଏକାଠି ନଜର ଆସିବେ ବରୁଣ ଧାଓ୍ଵନ୍ ଓ ଆଲିୟା ଭଟ୍ଟ। ଅର୍ଥାତ୍ ପୁଣି ଥରେ ଧମାଲ ମଚେଇବା ନେଇ ପ୍ରସ୍ତୁତ ଏହି ଯୋଡି । ଡେଭିଡ୍ ଧାଓ୍ଵନଙ୍କ ବ୍ଲକବଷ୍ଟର ଫିଲ୍ମ କୁଲି ନଂ ୧ର ରିମେକରେ ଏହି ଯୋଡି ଏକାଠି କାମ କରିବେ ବୋଲି ସୂଚନା ରହିଛି।…