ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ କରୋନା, ୩ ଦିନ ହେଲା କରୁଥିଲେ ନିର୍ବାଚନୀ ପ୍ରଚାର
ଦେଶରେ କାୟା ମେଲାଇଛି କରୋନା। ଧୀରେ ଧୀରେ ବ୍ୟାପୁଥିବା କରୋନା ଏବେ ସୁନାମୀ ଭଳି ପ୍ରବଳ ବିସ୍ତାର କରୁଛି। ଏହାର କବ୍ଜାରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି, ରାଜନେତା, ବ୍ୟବସାୟୀ ସମସ୍ତେ ଫସୁଛନ୍ତି। ତେବେ ଇତି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସୁଛି ଯେ ଲୋକସଭା ସାଂସଦ ବରୁଣ…