Browsing Tag

vastu tips in office

ଅଫିସରେ ଡୋର ସାମ୍ନାରେ ରଖିବା ଉଚିତ ନୁହେଁ ଟେବୁଲ, ଜାଣନ୍ତୁ ଏହାକୁ ନେଇ କଣ ରହିଛି ବାସ୍ତୁ ଟିପ୍ସ ?

ବାସ୍ତୁଶାସ୍ତ୍ରରେ ଘର ସହିତ କାର୍ଯ୍ୟ ସ୍ଥଳ ପାଇଁ ମଧ୍ୟ ଅନେକ ଟିପ୍ସ କୁହାଯାଇଛି। ଏହି ଟିପ୍ସକୁ ଆପଣେଇଲେ ଅଫିସର ନକରାତ୍ମକତା ଦୂର ହୋଇପାରିବ ଏବଂ ସକାରାତ୍ମକତା ବଢ଼ିପାରେ। ଯଦି କାର୍ଯ୍ୟ ସ୍ଥଳରେ ବାସ୍ତୁ ଦୋଷ ରହିଥାଏ ତେବେ କାମରେ ମନ ଲାଗିନଥାଏ ଏବଂ ଚିନ୍ତା ମଧ୍ୟ ଲାଗିରହିଥାଏ।…