Browsing Tag

vegetable paratha

ପିଲାଙ୍କୁ ଟିଫିନରେ ଦିଅନ୍ତୁ ସ୍ୱାଦିଷ୍ଟ “ମିକ୍ସ ଭେଜିଟେବଲ ପରଟା”, ଜାଣି ରଖନ୍ତୁ କେମିତି କରିବେ…

ଘରେ କିଛି ପନିପରିବା ବଳି ଯାଇଛିକି ? ଖାଇ ଖାଇ ବିରକ୍ତ ହୋଇଗଲେଣି ଆଉ ସେଗୁଡିକୁ କଣ କରିବେ ଜାଣି ପାରୁନାହାନ୍ତି କି ? ଜମା ଚିନ୍ତା କରନ୍ତୁନି । ଏହି ସବୁ ପନିପରିବାରେ ଆପଣ ଏକ ସ୍ୱାଦିଷ୍ଟ ପରଟା ବନାଇ ତାର ମଜା ନେଇପାରିବେ । ଘରେ ବଳି ପଡ଼ିଥିଵା ଗାଜର, ବନ୍ଧା କୋବି, ଫୁଲ କୋବି ଆଦିରେ ଆପଣ…