Browsing Tag

vegetable price in odisha

ବାତ୍ୟା ପାଇଁ ଦରଦାମ ବୃଦ୍ଧିରେ ଲାଗୁନି ବ୍ରେକ୍, ସରକାରଙ୍କ ତାଗିଦ ସତ୍ତ୍ବେ ଚଢ଼ା ଭାଉରେ ବିକୁଛନ୍ତି ବେପାରୀ

ଭୁବନେଶ୍ୱର : ବାତ୍ୟା ପାଇଁ ଦରଦାମ ବୃଦ୍ଧିରେ ଲାଗୁନି ବ୍ରେକ୍ । ଲୋକେ ବୋହି ନେଉଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀ । ପରିବା ବଜାରରେ ନିଆଁ । ହଠାତ ବଢ଼ି ଯାଇଛି ଆଳୁ ପିଆଜ ଓ ପନିପରିବା ଦରଦାମ । ଆଳୁ ଦର ହଠାତ ୧୦ ଟଙ୍କାରୁ ଅଧିକ ବଢ଼ି ଯାଇଛି । କେଉଁଠି ୪୦ ତ କେଉଁଠି ୫୦ରେ ବିକ୍ରି ହେଉଛି ।…

ପରିବା ଦର ଶୁଣି କିଣିବାକୁ ଲାଗୁଛି ଡର: ଯାହାକୁ ଛୁଇଁବ ୮୦, ଟମାଟୋ ୧୦୦

ଭୁବନେଶ୍ୱର : ନିୟନ୍ତ୍ରଣ ବାହାରେ ପରିବା ଦର । ଖାଉଟିଙ୍କ ହାଣ୍ଡିଶାଳକୁ ମହଙ୍ଗା ମାଡ ।‌  ବଜାରରେ ପରିବା ଦେହରେ ହାତ ମାରିବାକୁ ଭୟ ଲାଗିଲାଣି । ଦର ପଚାରି ପଚାରି ଏମୁଣ୍ଡରୁ ସେ ମୁଣ୍ଡ ପାର ହୋଇଯାଉଛି, ହେଲେ ପରିବା କିଣି ହେଉନି । ଶ୍ରାବଣ ପ୍ରଥମ ସପ୍ତାହରୁ କଞ୍ଚା ପରିବା ଦର ଉପରମୁହାଁ…

ଆକାଶ ଛୁଆଁ ପରିବା ଦର, ଆଳୁ ଓ ପିଆଜ ବି କିଣିବା ହୋଇଯାଉଛି କଷ୍ଟକର

ଭୁବନେଶ୍ବର: ପରିବା ଦର ଆକାଶ ଛୁଆଁ । ହାତ ମାରି ହେଉନି କୌଣସିଥିରେ । ଖାଲି ପରିବା ନୁହେଁ ଆଳୁ ଓ ପିଆଜ ଦର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । କିଛି ବଜାରରେ ପରିବା ଉଭାନ ହୋଇ ଯାଇଥିବା ବେଳେ କିଛି ସ୍ଥାନରେ ପରିବା…