Below header
Browsing Tag

vehicle overtuned

କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି, ୬ ମୃତ

ସମ୍ବଲପୁର (କେନ୍ୟୁଜ): ଓଲଟିଲା ବରଯାତ୍ରୀ ଗାଡ଼ି । କେନାଲ୍‌ ଭିତରେ ପଶିଗଲା ବୋଲେରୋ । ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା ଶାସନ ଥାନା ବିଶାଳଖିଣ୍ଡା ଶାସନ କେନାଲରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବରଯାତ୍ରୀରେ ଯୋଗ ଦେଇ ଫେରିବା ବେଳେ ଦୁର୍ଘଟଣାର ଶିକାର…