Browsing Tag

vendors agitation

ବିଏମ୍‌ସି କଟକଣାକୁ ବିରୋଧ କରି ରସୁଲଗଡ଼ରେ ପ୍ରତିବାଦ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବିଏମ୍‌ସି କଟକଣା ଜାରି କରି ନିୟମ ଲାଗୁ କରିଛି କି ସବୁ ଦୋକାନ ଆଗରେ ଦୁଇଟି ଡଷ୍ଟ ବିନ୍ ରହିବ। ଗୋଟିକରେ ଓଦା ଓ ଗୋଟିକରେ ଶୁଖିଲା ପଦାର୍ଥ ପକାଇବେ। ଯିଏ ନିୟମ ଉଲ୍ଲଙ୍ଘନ କରିବ ତାକୁ ଜରିମନା ଦେବାକୁ ପଡ଼ିବ । ତା ସହିତ ପଲିଥିନ୍ ମୁକ୍ତ ପାଇଁ ପ୍ରୟାସ ଅନୁସାରେ…