Browsing Tag

Verizon

୧୫ ଡିସେମ୍ବରରୁ ବନ୍ଦ ହୋଇଯିବ Yahoo ଗ୍ରୁପ, Verizon କଲା ଘୋଷଣା

୧୫ ଡିସେମ୍ବରରୁ ୟାହୁ ଗ୍ରୁପକୁ ବନ୍ଦ କରିବାକୁ ନିର୍ଣ୍ଣୟ ନେଇଛି Yahoo। କମ୍ପାନୀ ବିଗତ ଅନେକ ବର୍ଷ ଧରି ଉପଯୋଗରେ କ୍ଷତିକୁ ସାମ୍ନା କରିଆସୁଥିଲା। ୨୦୧୭ରେ Yahooକୁ କିଣିଥିବା Verizon ମଙ୍ଗଳବାର ନିଜର ଏହି ନିଷ୍ପତ୍ତି ବିଷୟରେ ଘୋଷଣା କରିଛି। Yahoo, ୱେବରେ ନିଜ ସମୟର ସବୁଠାରୁ ବଡ଼…