Browsing Tag

video calling app

Facebook ଲଞ୍ଚ କଲା ନୂଆ ଭିଡିଓ କଲିଙ୍ଗ ଆପ CatchUp, ଗୁଗୁଲ ମିଟ ଓ ଜୁମ ଆପକୁ ଦେବ କଡା ଟକ୍କର

ବିଶ୍ୱର ସର୍ବାଧିକ ଲୋକପ୍ରିୟ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ନିଜ ୟୁଜର୍ସ ମାନଙ୍କ ସୁବିଧା ପାଇଁ ଏକ ନୂଆ ଭିଡିଓ କଲିଙ୍ଗ ଆପ "କ୍ୟାଚ ଅପ" ଲଞ୍ଚ କରିଛି । ଏହି ଆପ ଜରିଆରେ ଏକା ସାଥିରେ ୮ ଜଣ ୟୁଜର୍ସଙ୍କ ସହ ଭିଡିଓ କଲ କରାଯାଇପାରିବ । ସବୁଠୁ ଖାସ କଥା ହେଉଛି, ଏହି ଆପ ୟୁଜର୍ସଙ୍କୁ…

ଖୁବଶୀଘ୍ର zoom ଏବଂ ଗୁଗଲ ମିଟ୍‌କୁ ଟକ୍କର ଦେବ Jio Meet, ଏକାସାଙ୍ଗରେ ୧୦୦ ଜଣଙ୍କୁ କରିପାରିବେ ଭିଡିଓ କଲ୍‌

କରୋନା ଯୋଗୁଁ ପୂର୍ବରୁ ମଇ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଚାଲିଥିବା ବେଳେ କେନ୍ଦ୍ର ସରକାର ପୁଣି ଥରେ ଏହି ଲକଡାଉନର ଅବଧିକୁ ବଢାଇଦେଇଛନ୍ତି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହାର ଅବଧିକୁ ଘୋଷଣା କରାଯାଇଛି। ଏହି ସମୟରେ ସବୁଠାରୁ ଅଧିକ ଚାହିଦା ରହିଛି ଭିଡିଓ କଲିଂ କିମ୍ବା ଭିଡିଓ…