Browsing Tag

vigilance raid rayagada

ଠିକାଦାରଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ପଡିଗଲେ ବରିଷ୍ଠ କିରାଣୀ

ରାୟଗଡ଼ା (କେନ୍ୟୁଜ ବ୍ୟୁରୋ) : ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲାର ଜଣେ ବରିଷ୍ଠ କିରାଣୀ । ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି କାଶୀପୁର ବ୍ଲକର ରାଜସ୍ୱ ଉନ୍ନୟନ ସହାୟକ ପ୍ରକାଶ ଚନ୍ଦ୍ର ସାହୁ । ଜଣେ ଠିକାଦାର ବିଳାସ ନାୟକଙ୍କ ଠାରୁ ସେ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ । କାଶୀପୁର ବ୍ଲକ…