Browsing Tag

Villager

ଗଛକଟାକୁ କେନ୍ଦ୍ର କରି ମାରପିଟ୍ : ଗ୍ରାମବାସୀ ଏବଂ ଫରେଷ୍ଟ ଗାର୍ଡଙ୍କ ମଧ୍ୟରେ ଧସ୍ତାଧସ୍ତି, ଭିଡିଓ ଭାଇରାଲ

ବାଙ୍ଗିରିପୋଷି (କେନ୍ୟୁଜ): ବନ କର୍ମଚାରୀ ଜଙ୍ଗଲରୁ ଗଛ କାଟି ନେଉଥିଲେ । ତାଙ୍କୁ ରୋକିଲେ ଗାଁ ଲୋକେ । ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଛି । ଏଭଳି ଏକ ଭାଇରାଲ ଭିଡିଓ ଏବେ ମୟୁରଭଞ୍ଜ ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି । ଜିଲ୍ଲାର ବାଙ୍ଗରିପୋଷି ବନାଞ୍ଚଳ ଅଧୀନରେ ଥିବା ଯୋକା ବିଟ୍…