Below header
Browsing Tag

villegers caught the thief and saved his head

ଚୋରି କଲେ ଲଣ୍ଡା ହେଲେ, ପାର୍ବତୀ ମୂର୍ତ୍ତି ଚୋରି କରି ଧରାପଡ଼ିଲେ ଯୁବକ

ଚୋରି କଲେ, ଲଣ୍ଡା ହେଲେ। ଗଞ୍ଜାମ ଦିଗପହଣ୍ଡି ଥାନା ଛଣମେରୀ ଗାଁରେ ଅଭାବନୀୟ ଘଟଣା । ଶିବ ମନ୍ଦିରରୁ ପାର୍ବତୀ ମୂର୍ତ୍ତି ଚୋରି କରି ଧରାପଡ଼ିଲେ ଯୁବକ । ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଲଣ୍ଡା କରି ଦେଇଥିଲେ ଲୋକେ । ଏହା ପରେ ଜୋତା ମାଳ ପିନ୍ଧାଇ ଗାଁ ବୁଲାଇଥିଲେ । ଖବର ପାଇ ପୋଲିସ…