Below header

ଚୋରି କଲେ ଲଣ୍ଡା ହେଲେ, ପାର୍ବତୀ ମୂର୍ତ୍ତି ଚୋରି କରି ଧରାପଡ଼ିଲେ ଯୁବକ

ଚୋରି କଲେ, ଲଣ୍ଡା ହେଲେ। ଗଞ୍ଜାମ ଦିଗପହଣ୍ଡି ଥାନା ଛଣମେରୀ ଗାଁରେ ଅଭାବନୀୟ ଘଟଣା । ଶିବ ମନ୍ଦିରରୁ ପାର୍ବତୀ ମୂର୍ତ୍ତି ଚୋରି କରି ଧରାପଡ଼ିଲେ ଯୁବକ । ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଲଣ୍ଡା କରି ଦେଇଥିଲେ ଲୋକେ । ଏହା ପରେ ଜୋତା ମାଳ ପିନ୍ଧାଇ ଗାଁ ବୁଲାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି । ଯୁବକ ଜଣଙ୍କ ସୁଦୁର ଚୌଧୁରୀ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.