ସକାଳେ ହେଲା ମୃତ୍ୟୁ, ସନ୍ଧ୍ୟାରେ ଖବର ଆସିଲା ସରପଞ୍ଚ ନିର୍ବାଚନ ଜିତିଛନ୍ତି ବିମଳା ଦେବୀ
ମୃତ୍ୟୁ ପରେ ଆସିଲା ବିଜୟର ସୂଚନା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଦେବରିୟାର ଭାଗଲପୁରରେ। ଏଠାକାର କପୁରୀ ଏକୌନା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବିମଳାଙ୍କର ସକାଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। କିନ୍ତୁ ସନ୍ଧ୍ୟାରେ ଯେତେବେଳେ…