Browsing Tag

violently attacked

ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଜଣେ ମୃତ

ନୂଆଦିଲ୍ଲୀ : ପୁଣି ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ । ଗତକାଲି ବାଂଲାଦେଶର ନୋଆଖାଲି ଅଞ୍ଚଳରେ ଥିବା ଇସ୍କନ ମନ୍ଦିର ଉପରେ ୨୦୦ରୁ ଉର୍ଦ୍ଧ ଦୁର୍ବୃତ୍ତ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଦଳବଦ୍ଧ ଭାବେ କିଛି ଦୁବୃର୍ତ୍ତ ଆସି ମନ୍ଦିରରେ ପଶି ଭଙ୍ଗାରୁଜା ଓ ପୋଡ଼ାଜଳା…