Browsing Tag

viral marriage mandap

କମ୍‌ ଖର୍ଚ୍ଚରେ କରନ୍ତୁ ବିବାହ ମଣ୍ଡପ ବୁକିଂ, ମୋବାଇଲ ବିବାହ ମଣ୍ଡପ, ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା

ଆଜିକାଲିର ଦୁନିଆରେ ବିବାହ ଉତ୍ସବ ଏକ ବ୍ୟୟବହୁଳ ବ୍ୟବସ୍ଥା । ବିବାହ ଉତ୍ସବରେ ଏକ ମଣ୍ଡପ ବୁକିଂ କରିବା ଯେତିକି ବ୍ୟୟବହୁଳ ସେତିକି କଷ୍ଟସାଧ୍ୟ ମଧ୍ୟ । ବିବାହ ସିଜିନରେ ମଣ୍ଡପ ବି ମିଳିବା ସହଜ ନୁହେଁ । ଏଥିପାଇଁ ଜଣେ ବ୍ୟକ୍ତି ଏପରି ଏକ ମଣ୍ଡପର ବ୍ୟବସ୍ଥା କରିଛନ୍ତି, ଯାହାକୁ ଅତି କମ…