Browsing Tag

visitor

ଯାଜପୁର: ବୈତରଣୀ ନଦୀରେ ଅଘଟଣ, ଦଶାଶ୍ୱମେଧ ଘାଟରେ ବୁଡି ତୀର୍ଥଯାତ୍ରୀ ମୃତ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ବୁଡି ତୀର୍ଥଯାତ୍ରୀ ମୃତ । ମୃତ ତୀର୍ଥଯାତ୍ରୀ ହେଲେ ବିଶାଖାପାଟଣା ସିଥମପେଟ ଅଂଚଳର ଦୁର୍ଗା ରାଓଙ୍କ ଝିଅ ଗିବିଡି ଦୁର୍ଗା । ବିଶାଖାପାଟଣା ସିଥମପେଟ ଅଂଚଳରୁ ୧୨୦ଜଣ ତୀର୍ଥଯାତ୍ରୀ ଓଡିଶାକୁ ତୀର୍ଥ ପାଇଁ ଆସିଥିଲେ ।…