Browsing Tag

wales hockey team

ଚର୍ଚ୍ଚାରେ େଓ୍ଵଲ୍ସ ହକି ବିଶ୍ୱ କପ୍‌ ଦଳ, ଚାନ୍ଦା ମାଗି ଖେଳିବାକୁ ଆସିଛନ୍ତି ଓଡ଼ିଶାକୁ

ହକି ବିଶ୍ୱକପ୍‌ରେ ଆଜି େଓ୍ଵଲ୍ସକୁ ଭେଟିଛି ଆୟୋଜକ ଭାରତୀୟ ଦଳ । େଓ୍ଵଲ୍ସ ଟିମ୍‌ ନୂଆ କରି ଆସିଛି ବିଶ୍ୱକପ୍‌କୁ । ତେଣୁ ପୂରା ଅଜଣା ନହେଲେ ବି ଅତି ଜଣାଶୁଣା ନୁହେଁ ଏହି ଦଳ । ହେଲେ ଅନେକ ସଂଘର୍ଷ କରି ଏହାର ଖେଳାଳିମାନେ ଦଳକୁ ଏତେଦୂର ଆଣି ପାରିଛନ୍ତି । ଆଜି ଭାରତ ସହ ଯେଭଳି ଖେଳ…